ଆଜି ରବିବାର ଆଜିର ରାଶିଫଳ ତା ୧୭ ରିଖ ଜୁନ ୨୦୧୮

ଆଜି ରବିବାର | ସୂର୍ଯ୍ୟଙ୍କର ପ୍ରିୟବାର | ଆପଣ ଆଜିର ଦିନକୁ ମଙ୍ଗଳମୟ କରିବାପାଇଁ ସୂର୍ଯ୍ୟଙ୍କୁ ପୂଜା କରନ୍ତୁ | ଶୁଭ ସକାଳର ଅଭିନନ୍ଦନ ।

ମେଷ {ARIES}
ଆଜି ଦିନଟି ଆପଣଙ୍କ ପ୍ରାୟତଃ ଭଲରେ ଯିବ । ତଥାପି ତରବରିଆ ନହୋଇ ଧୂରସିର । ପଦକ୍ଷେପ ନେଲେ ଉପକୃତ ହେବେ । ଅପ୍ରିୟ ସତକଥା କହି ବିରୋଧ ହୋଇପାରନ୍ତି । ଭ୍ରମଣ ହେତୁକ । କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ । ଭାବୁଥିବା କାମଟିକୁ ଶେଷ କରିପାରିବେନି । ମହିଳା ଓ । ‘ଛାତ୍ରଛାତ୍ରୀମାନେ ସଠିକ୍ ଦଣେ ନେଇ କୃତକାର୍ଯ୍ୟ ହେବେ ଏବଂ ନିଜର ପ୍ରାଧାନ୍ୟକୁ ବଜାୟ ରଖୁବେ ।।
ବୃଷ {TAURUS}
‘ ବିନୟ ପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବେ । ଅର୍ଥ ,ଭୋଗ ବିଳାସ ମଧ୍ୟ ରେ । ସମୟଟି ଭଲରେ କଟିବ । ପାରିବାରିକ କ୍ଷେତ୍ରରେ ସୁଯୋଗ ପାଇବେ । ସାଙ୍ଗଠନିକ କାର୍ଯ୍ୟରେ । ପ୍ରଶଂସିତ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ । ମହିଳା ଓ । ଛାତ୍ରଛାତ୍ରୀମାନେ ଶୁଭ ଖବର ପାଇ ଖୁସି ହେବେ ।
ମିଥୁନ {GEMINI}
‘ ହଠାତ୍ ସାଧାରଣ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । । ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ରହନ୍ତୁ । ଆନୁଷ୍ଠାନିକ କାମ ସକାଶେ ତତ୍ପରତା ବଢିପାରେ । କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଅନିୟମିତ ଆହାର ଗ୍ରହଣରେ । ଶରୀର କଷ୍ଟ ଅନୁଭବ କରିବେ । ମହିଳା ଓ ଛାତ୍ରଛାତ୍ରୀମାନେ ଅଭାବ ଭିତରେ ଅଣନିଶ୍ୱାସୀ ହେବେ ।
କର୍କଟ {CANCER} । ‘ ମଉଳିଆ କଥା କହି ଅନ୍ୟ ମାନଙ୍କୁ ନିଜର କରିବାରେ ସକ୍ଷମ ହେବେ । ମିତ୍ରମାନେ କିଛି ପାଇବା ଆଶାରେ ପ୍ରଶଂସା ଗାଇ ବୁଲିବେ । କେତେକ କ୍ଷେତ୍ରରେ ସବୁ ଜାଣିଶୁଣି ସୁଦ୍ଧା ନିରବ। ରହିବାକୁ ବାଧ୍ୟ ହେବେ । ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି, ସ୍ତ୍ରୀ କିମ୍ବା । ‘ସ୍ବାମୀଙ୍କ ଅନୁମତି ନେଇ କାମ କଲେ ଉପକୃତ ହେବେ । ମନୋରଞ୍ଜନ ପ୍ରୀତିପ୍ରଦ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ଡରିମରି କାମ କରିବାକୁ ବାଧ୍ୟ ହୋଇ ପାରନ୍ତି ।
ସିଂହ {LEO} । ‘ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ରଣ । ସୂତ୍ରରେ ଅର୍ଥଲାଭ କରିବେ, ବାଣିଜ୍ୟରେ ଉନ୍ନତି ଘଟିବ । ସହକର୍ମୀ ରାଗିଲେ ମଧ୍ୟ । କାମଟି କରିଦେବେ । ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । । ପାରିବାରିକ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ । ‘ନୀରବଦ୍ରଷ୍ଟା ସାଜିବା ପାଇଁ ବାଧ୍ୟ ହେବାକୁ ପଡ଼ିବ ।
କନ୍ୟା{VIRgo}
‘ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ ଦୃଷ୍ଟିକୋଣରୁ ବିଚାର କରିବେ । ଭଗ୍ନସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ନୂତନ ଦାୟିତ୍ବ ହାତକୁ ନେଇ ପାରନ୍ତି । ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ । କ୍ରୀଡା, ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମାସ୍ୟାସୁଧୁରି ଯିବ । ମହିଳାମା ଓ ଛାତ୍ରଛାତ୍ରୀମାନେ ଅଶାନ୍ତି ଭୋଗିପାରନ୍ତି ।
ତୁଳା{LIBRA}
‘ଶତ୍ରୁତା ଯୋଗୁଁ ବିଚଳିତବୋଧ କରି ବାକୁ ପଡିବ । ପାରିବାରିକ ସଭାବ । ‘ଅକ୍ଷୁର୍ଷ ରହିବ । ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍ ସମୟରେ ଆସି ପହଞ୍ଚିବେ । ପରିସ୍ଥିତି। ଗମ୍ଭୀର ରହିବ, ଟଙ୍କା,ପଇସାର ଘୋର ଅଭାବ ପରିଲକ୍ଷିତ ହେବ । ବ୍ୟବସାୟରେ। ପ୍ରତିଦ୍ବନ୍ଦିତା ବଢିପାରେ । ମହିଳା ଓ ଛାତ୍ରୀ ମାନଙ୍କ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ ।
‘ ବିଛା {SCORPIO} ।
ଲୋକସମ୍ପର୍କ ବୃଦ୍ଧି ପାଇବାରେ ନିଜ ଲୋକମାନେହିଁ ପ୍ରତି ବନ୍ଧକ ସୃଷ୍ଟି କରିବେ । । ହାତରେ କିଛି ଧନ ବି ସଞ୍ଚିତ ହୋଇପାରେ । କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଯିବ । ମହିଳା ଓ ଛାତ୍ରଛାତ୍ରୀମାନେ ପର କଥାରେ ପଡି ଘର ଲୋକ ମାନଙ୍କୁ ଭୂଲ । ବୁଝି ପାରନ୍ତି ।
ଧନୁ {SAGITTARIUS}
କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗ କରି ନିଜ ପରିସରରେ ପ୍ରତିଷ୍ଠିତ ହେବେ। ଶୁଭକାର୍ଯ୍ୟରେ ଯୋଗଦେଇପାରନ୍ତି । ଆଳାପ ଆଲୋଚନାରେ ସମୟ କଟାଇବେ । ବିଭିନ୍ନ ସମସ୍ୟା ସତ୍ତ୍ୱେ କାମରେ ପଛଘୁଞ୍ଚା ଦେବେନାହିଁ । ରାଜନୀତି,ପ୍ରଶାସନ । ପାଇଁ ଭଲ । ସାହିତ୍ୟ ,ସାମ୍ବାଦିକତା ,ପ୍ରକାଶନ ଓ ସଭା ସମିତିରେ କୃତିତ୍ବ ଅର୍ଜନ କରିବେ । ମହିଳା ଓ ଛାତ୍ରଛାତ୍ରୀଙ୍କ ଅଶା ପୂରଣ ହେବାରେ ବାନ୍ଧବୀ ସାହାଯ୍ୟ । କରିବେ ।
ମକର {CAPRICORN} ‘ ମନର ବଳ ଖୁବ ଟାଣ ରହିବ ଏବଂ ନିଜ ଜିଦ୍‌ରେ ଅଟଳ ରହିବେ । ଆଶା ପୂରଣ ହେବାରେ । ଜଣେ ବାଲ୍ୟ ବନ୍ଧୁ ସାହାଯ୍ୟ କରିବେ । ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । । ପରିବହନରେ ଝଗଡା ଲାଗିପାରେ । ଶିକ୍ଷା, ପ୍ରେମବ୍ୟାପାର, ଆଲୋଚନା, ଗଠନମୂଳକ କାମ, । ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ । ମହିଳା ଓ ଛାତ୍ରଛାତ୍ରୀମାନେ ଘର ସାଜସଜାରେ ବ୍ୟସ୍ତ । ରହିପାରନ୍ତି ।
କୁମ୍ଭ {AQUARIUS} । ‘ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ପରିବାରରେ । ବିଶୃଙ୍ଖଳା ଦେଖା ଦେଇ ପାରେ । ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ । ଆଶା ଅନୁସାରେ କାନ ହୋଇ ଯିବାରୁ ଖୁସି ରହିବେ । ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ବାସ ହେଲା ଭଳି କାମ କରିବେ ।। ‘ ମହିଳା ଓ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଆଶା ଅନୁରୂପ ଫଳ ମିଳିବ । ।
ମୀନ {PISCES}
‘ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ଭଲ୍ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ । ପକାଇପାରନ୍ତି । ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ । ବ୍ୟବସାୟରେ ସଫଳତା ହାସଲ କରିବେ । ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନୋଜକୁ ନିୟୋଜିତ । କରିବେ । ମହିଳା ଓ ଛାତ୍ରଛାତ୍ରୀମାନେ ଲୁଚାଇ ଲୁଚାଇ କାନ୍ଦିବାକୁ ପଡିପାରେ ।

0 ratings

Comments

Author

Anonymous

Anonymous

The author preferred to stay anonymous for this post!

Credits

ଜୟ ଜଗନ୍ନାଥ ଓଡ଼ିଶା ଜଗତ

Stats

Published
2955 days ago
event
Page Views last 24h
0
av_timer
Total Page Views
117
assessment
Revenue
attach_money0.1098
monetization_on

Advertisement

Related Posts
Diwali Quotes English || Happy Diwali Quotes

Diwali Quotes English || Happy Diwali Quotes

Religion and Philosophy
72 views
star_border star_border star_border star_border star_border
TOP DIWALI POEMS || HAPPY DIWALI 2017

TOP DIWALI POEMS || HAPPY DIWALI 2017

Religion and Philosophy
195 views
star_border star_border star_border star_border star_border
Here are 10 important life lessons everyone should read once

Here are 10 important life lessons everyone should read once

Religion and Philosophy
69 views
star_border star_border star_border star_border star_border
Be Who You Are....

Be Who You Are....

Religion and Philosophy
18 views
star_border star_border star_border star_border star_border

Advertisement

Like us on FB!

More Posts

Experience Ayurveda, Kerala

Experience Ayurveda, Kerala

Health
8 views
star_border star_border star_border star_border star_border
UPSC Detailed Mains Syllabus

UPSC Detailed Mains Syllabus

Work World
346 views
star star star star star_border
Thug Life Vera Level

Thug Life Vera Level

GIF
83 views
star_border star_border star_border star_border star_border
Depression Therapist Palm Beach, Therapist in Palm Beach

Depression Therapist Palm Beach, Therapist in Palm Beach

How To
1 views
star_border star_border star_border star_border star_border
Mark Zuckerberg Troll

Mark Zuckerberg Troll

Meme
34 views
star_border star_border star_border star_border star_border
5 Things You should understand before joining internship?

5 Things You should understand before joining internship?

Work World
28 views
star_border star_border star_border star_border star_border
"What Men Find Most Attractive About Women"

"What Men Find Most Attractive About Women"

For Women
50 views
star_border star_border star_border star_border star_border
Kerala’s Rasayana Rejuvenation Therapy

Kerala’s Rasayana Rejuvenation Therapy

Health
9 views
star_border star_border star_border star_border star_border
Recent records broken by Virat Kohli

Recent records broken by Virat Kohli

Sports and Fitness
117 views
star_border star_border star_border star_border star_border
Like this Page Everyone Please (https://www.facebook.com/haileyrosefanworld)

Like this Page Everyone Please (https://www.facebook.com/haileyrosefanworld)

Celebrity
5 views
star_border star_border star_border star_border star_border
Hot Arkesta Dance in bihar

Hot Arkesta Dance in bihar

Short Film
143 views
star_border star_border star_border star_border star_border
सुन्दरकाण्ड की खास बातें

सुन्दरकाण्ड की खास बातें

Religion and Philosophy
33 views
star_border star_border star_border star_border star_border
Find out who is your best friend

Find out who is your best friend

Pic
121 views
star_border star_border star_border star_border star_border
 10 Hottest Netflix Sex Scenes

10 Hottest Netflix Sex Scenes

Movies and TV
289 views
star_border star_border star_border star_border star_border
Know your best friend

Know your best friend

Pic
57 views
star_border star_border star_border star_border star_border
Virat Kohli and Anushka Sharma celebrate India's big Win

Virat Kohli and Anushka Sharma celebrate India's big Win

News
33 views
star_border star_border star_border star_border star_border
How Ayurveda can help treat and control Diabetes?

How Ayurveda can help treat and control Diabetes?

Health
11 views
star_border star_border star_border star_border star_border
Random Post