ସହିଦ ଔରାଙ୍ଗଜେବ ଙ୍କର ବାପା କହିଲେ ଆହୁରି 5ଟି ପୁଅ ଅଛନ୍ତି…
ସହିଦ ଔରାଙ୍ଗଜେବ ଙ୍କ ର ଶବ ଯେମିତି ତାଙ୍କ ଗ୍ରାମ ରେ ପହଁଚିଲା ତ ହଜାରେ ହଜାରେ ସଂଖ୍ୟା ରେ ଲୋକେ ଜମା ହେଇଯାଇଥିଲେ ଏବଂ ଭାରତୀୟ ଯବାନ ଯିଦବାଦ ର ନାରା ଦେଇଥିଲେ I ଏବଂ ଆତଙ୍କବାଦୀ ଙ୍କ ବିରୋଧ ରେ ବି ସ୍ଵରଉତ୍ତାଳନ କରିଛନ୍ତି I ଇଦ ର ଏହି ପବିତ୍ର ଦିନ ରେ ଔରାଙ୍ଗଜେବ ଙ୍କ ର ଶ୍ରଦ୍ଧାଞ୍ଜଳି ସମ୍ପର୍ଣ ହେଇଚି I
ଏବଂ ପିତା ଏହା ବି କହିଲେ କି ମୋ ପୁଅ ସେନା ର ପୋଷାକ ପିନ୍ଧିବା ସମୟ ରେ ଯେଉଁ ଶପଥ କରିଥିଲା ଆଜି ସେ ପୂରଣ କରିଛି I ଏବଂ ଔରାଙ୍ଗଜେବ ଙ୍କ ର ପିତା ସରକାର ଙ୍କ ପାଖ ରେ ଏହି ଅନୁରୋଧ କରିଛନ୍ତି କାଶ୍ମୀର ରୁ ଆତଙ୍କବାଦୀ ଙ୍କୁ ମୂଳପୋଛ କରିବାକୁ I ସେ ଏହା ବି କହିଛନ୍ତି 72 ଘଣ୍ଟା ମଧ୍ୟ ରେ କିଛି କର ନଚେତ ଆମେ ବି ହତିଆର ଉଠାଇବୁ ଆତଙ୍କୀ ଙ୍କ ବିରୋଧ ରେ I
ସେ ଏହା ବି କହିଛନ୍ତି ଔରାଙ୍ଗଜେବ ସହିଦ ହେଇଯାଇଛନ୍ତି କିନ୍ତୁ ତାଙ୍କ ବଡ଼ ପୁଅ ବର୍ତମାନ ବି ସେନା ରେ ଅଛନ୍ତି ଏବଂ ଆହୁରି ଦୁଇ ପୁଅ ସେନା ର ମେଡିକାଲ ଟେଷ୍ଟ ବି ପାସ ହେଇଛନ୍ତି I ତେବେ ଦେଶ ପାଁଇ ମୁ ମୋର ସବୁ ପୁଅ ଙ୍କୁ ଓ ନିଜ କୁ ବି ବଳିଦାନ କରିବା କୁ ପ୍ରସ୍ତୁତ ରହିଛି I ଗୋଟେ ଗୋଟେ ଆତଙ୍କୀ ଙ୍କୁ ନିପାତ କରିବି I
ଔରାଙ୍ଗଜେବ ଙ୍କୁ ଆତଙ୍କୀ ମାନେ ସେତେବେଳେ ଅପହରଣ କରିଥିଲେ ଯେତେବେଳେ ଗୁରୁବାର ସେ ଇଦ ରେ ଘର କୁ ଫେରୁଥିଲେ ଏବଂ ଔରାଙ୍ଗଜେବ ଙ୍କ ର ଏହି ବଳିଦାନ ରେ ସାରା ଦେଶ ଶତାବ୍ଦିଭୁତ ହେଇଚି I
ଔରାଙ୍ଗଜେବ ଙ୍କ ର ହତ୍ୟା ପୂର୍ବ ରୁ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ମଧ୍ୟ ହେଇଥିଲା ଏବଂ ଏହି ଭିଡ଼ିଓ ରେ ଏକ ଆତଙ୍କୀ ଔରାଙ୍ଗଜେବ ଙ୍କୁ କିଛି ପ୍ରଶ୍ନ ମିଳିଥିଲେ ଏବଂ ଆତଙ୍କୀ ଏହି ବିଡ଼ିଓରେ ଏହା କହିଛନ୍ତି କି ହନିଫ , ବସିମ ଓ ତଳହ ଙ୍କୁ ତୁ ହିଁ ମରିଛୁ I ଏବଂ ଔରାଙ୍ଗଜେବ ଉତ୍ତର ରେ ଏହା କହିଛନ୍ତି ହଁ ମୁ ମାରିଚି I
Comments
Tags
Author

Anonymous
Credits
Odisha News