ସହିଦ ଔରାଙ୍ଗଜେବ ଙ୍କର ବାପା କହିଲେ ଆହୁରି 5ଟି ପୁଅ ଅଛନ୍ତି…

ସହିଦ ଔରାଙ୍ଗଜେବ ଙ୍କ ର ଶବ ଯେମିତି ତାଙ୍କ ଗ୍ରାମ ରେ ପହଁଚିଲା ତ ହଜାରେ ହଜାରେ ସଂଖ୍ୟା ରେ ଲୋକେ ଜମା ହେଇଯାଇଥିଲେ ଏବଂ ଭାରତୀୟ ଯବାନ ଯିଦବାଦ ର ନାରା ଦେଇଥିଲେ I ଏବଂ ଆତଙ୍କବାଦୀ ଙ୍କ ବିରୋଧ ରେ ବି ସ୍ଵରଉତ୍ତାଳନ କରିଛନ୍ତି I ଇଦ ର ଏହି ପବିତ୍ର ଦିନ ରେ ଔରାଙ୍ଗଜେବ ଙ୍କ ର ଶ୍ରଦ୍ଧାଞ୍ଜଳି ସମ୍ପର୍ଣ ହେଇଚି I


ଏବଂ ପିତା ଏହା ବି କହିଲେ କି ମୋ ପୁଅ ସେନା ର ପୋଷାକ ପିନ୍ଧିବା ସମୟ ରେ ଯେଉଁ ଶପଥ କରିଥିଲା ଆଜି ସେ ପୂରଣ କରିଛି I ଏବଂ ଔରାଙ୍ଗଜେବ ଙ୍କ ର ପିତା ସରକାର ଙ୍କ ପାଖ ରେ ଏହି ଅନୁରୋଧ କରିଛନ୍ତି କାଶ୍ମୀର ରୁ ଆତଙ୍କବାଦୀ ଙ୍କୁ ମୂଳପୋଛ କରିବାକୁ I ସେ ଏହା ବି କହିଛନ୍ତି 72 ଘଣ୍ଟା ମଧ୍ୟ ରେ କିଛି କର ନଚେତ ଆମେ ବି ହତିଆର ଉଠାଇବୁ ଆତଙ୍କୀ ଙ୍କ ବିରୋଧ ରେ I


ସେ ଏହା ବି କହିଛନ୍ତି ଔରାଙ୍ଗଜେବ ସହିଦ ହେଇଯାଇଛନ୍ତି କିନ୍ତୁ ତାଙ୍କ ବଡ଼ ପୁଅ ବର୍ତମାନ ବି ସେନା ରେ ଅଛନ୍ତି ଏବଂ ଆହୁରି ଦୁଇ ପୁଅ ସେନା ର ମେଡିକାଲ ଟେଷ୍ଟ ବି ପାସ ହେଇଛନ୍ତି I ତେବେ ଦେଶ ପାଁଇ ମୁ ମୋର ସବୁ ପୁଅ ଙ୍କୁ ଓ ନିଜ କୁ ବି ବଳିଦାନ କରିବା କୁ ପ୍ରସ୍ତୁତ ରହିଛି I ଗୋଟେ ଗୋଟେ ଆତଙ୍କୀ ଙ୍କୁ ନିପାତ କରିବି I


ଔରାଙ୍ଗଜେବ ଙ୍କୁ ଆତଙ୍କୀ ମାନେ ସେତେବେଳେ ଅପହରଣ କରିଥିଲେ ଯେତେବେଳେ ଗୁରୁବାର ସେ ଇଦ ରେ ଘର କୁ ଫେରୁଥିଲେ ଏବଂ ଔରାଙ୍ଗଜେବ ଙ୍କ ର ଏହି ବଳିଦାନ ରେ ସାରା ଦେଶ ଶତାବ୍ଦିଭୁତ ହେଇଚି I


ଔରାଙ୍ଗଜେବ ଙ୍କ ର ହତ୍ୟା ପୂର୍ବ ରୁ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ମଧ୍ୟ ହେଇଥିଲା ଏବଂ ଏହି ଭିଡ଼ିଓ ରେ ଏକ ଆତଙ୍କୀ ଔରାଙ୍ଗଜେବ ଙ୍କୁ କିଛି ପ୍ରଶ୍ନ ମିଳିଥିଲେ ଏବଂ ଆତଙ୍କୀ ଏହି ବିଡ଼ିଓରେ ଏହା କହିଛନ୍ତି କି ହନିଫ , ବସିମ ଓ ତଳହ ଙ୍କୁ ତୁ ହିଁ ମରିଛୁ I ଏବଂ ଔରାଙ୍ଗଜେବ ଉତ୍ତର ରେ ଏହା କହିଛନ୍ତି ହଁ ମୁ ମାରିଚି I



0 ratings









Comments

Tags

Author

Anonymous

Anonymous

The author preferred to stay anonymous for this post!

Credits

Odisha News

Stats

Published
312 days ago
event
Page Views last 24h
0
av_timer
Total Page Views
26
assessment
Revenue
attach_money0.0253
monetization_on

Advertisement

Related Posts
अनुच्छेद (Articles)

अनुच्छेद (Articles)

News
6745 views
star_border star_border star_border star_border star_border
Manassas Daycare

Manassas Daycare

News
16 views
star_border star_border star_border star_border star_border
KSP Recruitment 2018 - 164 Vacancies for Police Sub Inspec

KSP Recruitment 2018 - 164 Vacancies for Police Sub Inspec

News
1711 views
star_border star_border star_border star_border star_border

Advertisement

Like us on FB!

More Posts

ৰাজনীতি

ৰাজনীতি

Miscellaneous
22 views
star_border star_border star_border star_border star_border
10 Things to Do when Extremely Bored

10 Things to Do when Extremely Bored

Miscellaneous
193 views
star_border star_border star_border star_border star_border
जानिया कैसा होगा आपका जीवन साथी

जानिया कैसा होगा आपका जीवन साथी

Pic
48 views
star_border star_border star_border star_border star_border
Dreams

Dreams

Miscellaneous
55 views
star_border star_border star_border star_border star_border
Who is lucky for you?

Who is lucky for you?

Pic
20 views
star_border star_border star_border star_border star_border
Really?

Really?

Funny
139 views
star star star star star
Method - 02 of Making Money Online : Blogging

Method - 02 of Making Money Online : Blogging

How To
1 views
star_border star_border star_border star_border star_border
Royale

Royale

Cute
41 views
star_border star_border star_border star_border star_border
ඔබ Honeymoon එකට යන හෝටලය බලාගන්න...

ඔබ Honeymoon එකට යන හෝටලය බලාගන්න...

Pic
33 views
star_border star_border star_border star_border star_border
Don't mess with me

Don't mess with me

Animals
31 views
star_border star_border star_border star_border star_border
Copy link and search on Google

Copy link and search on Google

Arts and Design
18 views
star_border star_border star_border star_border star_border
"Playtime is over" ?

"Playtime is over" ?

Animals
36 views
star star star star star_border
Random Post