ଆଜି ରବିବାର ଆଜିର ରାଶିଫଳ ତା ୧୭ ରିଖ ଜୁନ ୨୦୧୮

ଆଜି ରବିବାର | ସୂର୍ଯ୍ୟଙ୍କର ପ୍ରିୟବାର | ଆପଣ ଆଜିର ଦିନକୁ ମଙ୍ଗଳମୟ କରିବାପାଇଁ ସୂର୍ଯ୍ୟଙ୍କୁ ପୂଜା କରନ୍ତୁ | ଶୁଭ ସକାଳର ଅଭିନନ୍ଦନ ।

ମେଷ {ARIES}
ଆଜି ଦିନଟି ଆପଣଙ୍କ ପ୍ରାୟତଃ ଭଲରେ ଯିବ । ତଥାପି ତରବରିଆ ନହୋଇ ଧୂରସିର । ପଦକ୍ଷେପ ନେଲେ ଉପକୃତ ହେବେ । ଅପ୍ରିୟ ସତକଥା କହି ବିରୋଧ ହୋଇପାରନ୍ତି । ଭ୍ରମଣ ହେତୁକ । କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ । ଭାବୁଥିବା କାମଟିକୁ ଶେଷ କରିପାରିବେନି । ମହିଳା ଓ । ‘ଛାତ୍ରଛାତ୍ରୀମାନେ ସଠିକ୍ ଦଣେ ନେଇ କୃତକାର୍ଯ୍ୟ ହେବେ ଏବଂ ନିଜର ପ୍ରାଧାନ୍ୟକୁ ବଜାୟ ରଖୁବେ ।।
ବୃଷ {TAURUS}
‘ ବିନୟ ପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବେ । ଅର୍ଥ ,ଭୋଗ ବିଳାସ ମଧ୍ୟ ରେ । ସମୟଟି ଭଲରେ କଟିବ । ପାରିବାରିକ କ୍ଷେତ୍ରରେ ସୁଯୋଗ ପାଇବେ । ସାଙ୍ଗଠନିକ କାର୍ଯ୍ୟରେ । ପ୍ରଶଂସିତ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ । ମହିଳା ଓ । ଛାତ୍ରଛାତ୍ରୀମାନେ ଶୁଭ ଖବର ପାଇ ଖୁସି ହେବେ ।
ମିଥୁନ {GEMINI}
‘ ହଠାତ୍ ସାଧାରଣ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । । ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ରହନ୍ତୁ । ଆନୁଷ୍ଠାନିକ କାମ ସକାଶେ ତତ୍ପରତା ବଢିପାରେ । କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଅନିୟମିତ ଆହାର ଗ୍ରହଣରେ । ଶରୀର କଷ୍ଟ ଅନୁଭବ କରିବେ । ମହିଳା ଓ ଛାତ୍ରଛାତ୍ରୀମାନେ ଅଭାବ ଭିତରେ ଅଣନିଶ୍ୱାସୀ ହେବେ ।
କର୍କଟ {CANCER} । ‘ ମଉଳିଆ କଥା କହି ଅନ୍ୟ ମାନଙ୍କୁ ନିଜର କରିବାରେ ସକ୍ଷମ ହେବେ । ମିତ୍ରମାନେ କିଛି ପାଇବା ଆଶାରେ ପ୍ରଶଂସା ଗାଇ ବୁଲିବେ । କେତେକ କ୍ଷେତ୍ରରେ ସବୁ ଜାଣିଶୁଣି ସୁଦ୍ଧା ନିରବ। ରହିବାକୁ ବାଧ୍ୟ ହେବେ । ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି, ସ୍ତ୍ରୀ କିମ୍ବା । ‘ସ୍ବାମୀଙ୍କ ଅନୁମତି ନେଇ କାମ କଲେ ଉପକୃତ ହେବେ । ମନୋରଞ୍ଜନ ପ୍ରୀତିପ୍ରଦ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ଡରିମରି କାମ କରିବାକୁ ବାଧ୍ୟ ହୋଇ ପାରନ୍ତି ।
ସିଂହ {LEO} । ‘ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ରଣ । ସୂତ୍ରରେ ଅର୍ଥଲାଭ କରିବେ, ବାଣିଜ୍ୟରେ ଉନ୍ନତି ଘଟିବ । ସହକର୍ମୀ ରାଗିଲେ ମଧ୍ୟ । କାମଟି କରିଦେବେ । ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । । ପାରିବାରିକ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ । ‘ନୀରବଦ୍ରଷ୍ଟା ସାଜିବା ପାଇଁ ବାଧ୍ୟ ହେବାକୁ ପଡ଼ିବ ।
କନ୍ୟା{VIRgo}
‘ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ ଦୃଷ୍ଟିକୋଣରୁ ବିଚାର କରିବେ । ଭଗ୍ନସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ନୂତନ ଦାୟିତ୍ବ ହାତକୁ ନେଇ ପାରନ୍ତି । ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ । କ୍ରୀଡା, ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମାସ୍ୟାସୁଧୁରି ଯିବ । ମହିଳାମା ଓ ଛାତ୍ରଛାତ୍ରୀମାନେ ଅଶାନ୍ତି ଭୋଗିପାରନ୍ତି ।
ତୁଳା{LIBRA}
‘ଶତ୍ରୁତା ଯୋଗୁଁ ବିଚଳିତବୋଧ କରି ବାକୁ ପଡିବ । ପାରିବାରିକ ସଭାବ । ‘ଅକ୍ଷୁର୍ଷ ରହିବ । ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍ ସମୟରେ ଆସି ପହଞ୍ଚିବେ । ପରିସ୍ଥିତି। ଗମ୍ଭୀର ରହିବ, ଟଙ୍କା,ପଇସାର ଘୋର ଅଭାବ ପରିଲକ୍ଷିତ ହେବ । ବ୍ୟବସାୟରେ। ପ୍ରତିଦ୍ବନ୍ଦିତା ବଢିପାରେ । ମହିଳା ଓ ଛାତ୍ରୀ ମାନଙ୍କ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ ।
‘ ବିଛା {SCORPIO} ।
ଲୋକସମ୍ପର୍କ ବୃଦ୍ଧି ପାଇବାରେ ନିଜ ଲୋକମାନେହିଁ ପ୍ରତି ବନ୍ଧକ ସୃଷ୍ଟି କରିବେ । । ହାତରେ କିଛି ଧନ ବି ସଞ୍ଚିତ ହୋଇପାରେ । କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଯିବ । ମହିଳା ଓ ଛାତ୍ରଛାତ୍ରୀମାନେ ପର କଥାରେ ପଡି ଘର ଲୋକ ମାନଙ୍କୁ ଭୂଲ । ବୁଝି ପାରନ୍ତି ।
ଧନୁ {SAGITTARIUS}
କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗ କରି ନିଜ ପରିସରରେ ପ୍ରତିଷ୍ଠିତ ହେବେ। ଶୁଭକାର୍ଯ୍ୟରେ ଯୋଗଦେଇପାରନ୍ତି । ଆଳାପ ଆଲୋଚନାରେ ସମୟ କଟାଇବେ । ବିଭିନ୍ନ ସମସ୍ୟା ସତ୍ତ୍ୱେ କାମରେ ପଛଘୁଞ୍ଚା ଦେବେନାହିଁ । ରାଜନୀତି,ପ୍ରଶାସନ । ପାଇଁ ଭଲ । ସାହିତ୍ୟ ,ସାମ୍ବାଦିକତା ,ପ୍ରକାଶନ ଓ ସଭା ସମିତିରେ କୃତିତ୍ବ ଅର୍ଜନ କରିବେ । ମହିଳା ଓ ଛାତ୍ରଛାତ୍ରୀଙ୍କ ଅଶା ପୂରଣ ହେବାରେ ବାନ୍ଧବୀ ସାହାଯ୍ୟ । କରିବେ ।
ମକର {CAPRICORN} ‘ ମନର ବଳ ଖୁବ ଟାଣ ରହିବ ଏବଂ ନିଜ ଜିଦ୍‌ରେ ଅଟଳ ରହିବେ । ଆଶା ପୂରଣ ହେବାରେ । ଜଣେ ବାଲ୍ୟ ବନ୍ଧୁ ସାହାଯ୍ୟ କରିବେ । ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । । ପରିବହନରେ ଝଗଡା ଲାଗିପାରେ । ଶିକ୍ଷା, ପ୍ରେମବ୍ୟାପାର, ଆଲୋଚନା, ଗଠନମୂଳକ କାମ, । ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ । ମହିଳା ଓ ଛାତ୍ରଛାତ୍ରୀମାନେ ଘର ସାଜସଜାରେ ବ୍ୟସ୍ତ । ରହିପାରନ୍ତି ।
କୁମ୍ଭ {AQUARIUS} । ‘ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ପରିବାରରେ । ବିଶୃଙ୍ଖଳା ଦେଖା ଦେଇ ପାରେ । ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ । ଆଶା ଅନୁସାରେ କାନ ହୋଇ ଯିବାରୁ ଖୁସି ରହିବେ । ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ବାସ ହେଲା ଭଳି କାମ କରିବେ ।। ‘ ମହିଳା ଓ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଆଶା ଅନୁରୂପ ଫଳ ମିଳିବ । ।
ମୀନ {PISCES}
‘ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ଭଲ୍ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ । ପକାଇପାରନ୍ତି । ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ । ବ୍ୟବସାୟରେ ସଫଳତା ହାସଲ କରିବେ । ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନୋଜକୁ ନିୟୋଜିତ । କରିବେ । ମହିଳା ଓ ଛାତ୍ରଛାତ୍ରୀମାନେ ଲୁଚାଇ ଲୁଚାଇ କାନ୍ଦିବାକୁ ପଡିପାରେ ।



0 ratings









Comments

Author

Anonymous

Anonymous

The author preferred to stay anonymous for this post!

Credits

ଜୟ ଜଗନ୍ନାଥ ଓଡ଼ିଶା ଜଗତ

Stats

Published
2139 days ago
event
Page Views last 24h
0
av_timer
Total Page Views
116
assessment
Revenue
attach_money0.1096
monetization_on

Advertisement

Related Posts
 TOP Diwali Watsapp Status 2017||Happy Diwali Watsapp Status

TOP Diwali Watsapp Status 2017||Happy Diwali Watsapp Status

Religion and Philosophy
58 views
star_border star_border star_border star_border star_border

Advertisement

Like us on FB!

More Posts

 Method - 04 of Making Money Online : Online Translator

Method - 04 of Making Money Online : Online Translator

How To
9 views
star_border star_border star_border star_border star_border
Best Mom Ever

Best Mom Ever

GIF
61 views
star_border star_border star_border star_border star_border
Relationship Therapist West Palm Beach

Relationship Therapist West Palm Beach

Health
4 views
star_border star_border star_border star_border star_border
FIR - Episode 4

FIR - Episode 4

Movies and TV
26 views
star_border star_border star_border star_border star_border
Raate Diya Butake - Full Song - Pawan Singh - Aamrapali - Superhit Song

Raate Diya Butake - Full Song - Pawan Singh - Aamrapali - Superhit Song

Short Film
49 views
star_border star_border star_border star_border star_border
When will you get married?

When will you get married?

Pic
1729 views
star star star star star
Beauty Tips That Every Teen Should Know

Beauty Tips That Every Teen Should Know

For Women
45 views
star_border star_border star_border star_border star_border
Family, friends remember Sridevi

Family, friends remember Sridevi

Arts and Entertainment
17 views
star star star star_border star_border
What are you Studying?

What are you Studying?

Funny
181 views
star star star star_border star_border
Free Oil Fired Boiler Replacement

Free Oil Fired Boiler Replacement

Finance and Business
1 views
star_border star_border star_border star_border star_border
India Hot Busty Women Dancing in Hot Dress

India Hot Busty Women Dancing in Hot Dress

Short Film
387 views
star_border star_border star_border star_border star_border
Cristiano Ronaldo (Cr7) Quote #10

Cristiano Ronaldo (Cr7) Quote #10

Celebrity
223 views
star_border star_border star_border star_border star_border

Wisdom
38 views
star star star star star
20 Outstanding Ethnic Bridal Mehendi Designs Collection

20 Outstanding Ethnic Bridal Mehendi Designs Collection

For Women
434 views
star_border star_border star_border star_border star_border
tiger sherof BAGHI 2 latest official trailer luanched.//

tiger sherof BAGHI 2 latest official trailer luanched.//

Movies and TV
75 views
star_border star_border star_border star_border star_border
When they ask what antivirus you use

When they ask what antivirus you use

GIF
195 views
star_border star_border star_border star_border star_border

Quotes
31 views
star star star star star
Random Post